ବନ୍ୟା ପାଇଁ ଷଡ଼ଯନ୍ତ୍ର!

ବର୍ଷା ଜଳ ତୁରନ୍ତ ନିଷ୍କାସନ ପାଇଁ ଯୋଜନା ନାହିଁ ଭୁବନେଶ୍ୱର: ଅସରାଏ ବଡ଼ ବର୍ଷା ହେଲେ, ରାଜଧାନୀବାସୀଙ୍କ ଜୀବନ ଦୁର୍ବିସହ ହୋଇଯାଉଛି। ଅଧ ଘଣ୍ଟା ୪୦ରୁ ୫୦ ମିଲିମିଟର ବର୍ଷା ହେଲେ ଅଧା ରାଜଧାନୀ ପାଣି ଘେରରେ ରହୁଛି। ତେଣୁ ବର୍ଷା ପରେ ସହର ଭିତରେ ଯେପରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ନ ହେବ, ଲୋକ ଜଳବନ୍ଦୀ ନ ହେବେ, ସେଥିପାଇଁ ନ୍ୟାସନାଲ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଏନ୍‌ଡିଏମ୍‌ଏ)ଙ୍କ … Continue reading ବନ୍ୟା ପାଇଁ ଷଡ଼ଯନ୍ତ୍ର!